Jump to content

ବାର ଦୁଆରି

ଉଇକିଅଭିଧାନ‌ରୁ

ବାର ଦୁଆରି

ଉଚ୍ଚାରଣ

[ସମ୍ପାଦନା]

ବାର ଦୁଆର ବୁଲା, ବାର ଦୁଆରିଆଅନ୍ୟରୁପ

ବାର ଦୁଆର ବୁଲୀ, ବାର ଦୁଆରୀସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ.

[ସମ୍ପାଦନା]
୧. ବାରଘର ବୁଲା; ଯେ ଆଶ୍ରୟ ବା ଭିକ୍ଷାଲାର୍ଥ ବହୁଲୋକଙ୍କ ଦ୍ୱାରରେ ଉପସ୍ଥିତ ହୁଏ — ୧. Knocking at the doors of various persons for shelter or alms.
୨. (କୁକୁର— ମାନେ ଅଇଁଠା ପତ୍ର ଚାଟିବା ପାଇଁ ବହୁ ଲୋକଙ୍କ ଦୁଆରକୁ ଯିବା ପରି) ଯେଉଁ ଲୋକ ବହୁଲୋକଙ୍କ ଦୁଆରେ ବୁଲୁଥାଏ —୨. (a person) Visiting various houses (like a dog going to eat the leavings to dinners at the doors of many persons); loafing.