Jump to content

ବାର ଦୁଆର ବୁଲିବା

ଉଇକିଅଭିଧାନ‌ରୁ

ବାର ଦୁଆର ବୁଲିବା

ଉଚ୍ଚାରଣ

[ସମ୍ପାଦନା]

ବାର ଦୁଆର ଶୁଣ୍ଢୀପିଣ୍ଡା ହେବା, ବାର ଦୁଆର ହେବା, ବାର ଓଳି ଗୁଡ଼ିଆପିଣ୍ଡା ହେବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଏ ଦୁଆର ସେ ଦୁଆର ବୁଲିବା — ୧. To go from door to door (abegging).
୨. ଭିକ୍ଷାର୍ଥ ବା ଆଶ୍ରୟାର୍ଥ ବା ସାହାଯ୍ୟ ଲାଭର୍ଥ ଅନେକ ବ୍ୟକ୍ତିଙ୍କ ଦ୍ୱାରସ୍ଥ ହେବା —୨. To approach or visit the doors of many people for shelter or alms; to various people.