Jump to content

ବାର ପଣ

ଉଇକିଅଭିଧାନ‌ରୁ

ବାର ପଣ

ଉଚ୍ଚାରଣ

[ସମ୍ପାଦନା]

(ବାର ଅଣା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ବସ୍ତୁର ଷୋଳ ପଣ ମଧ୍ୟରୁ ବାର ପଣ; ଚାରି ଭାଗରୁ ତିନି; ତିନି ଚତୁର୍ଥାଂଶ; ୩/୪: — ୩/୪; three fourths of a thing.