ବାର ପଣିଆଁ
ଦେଖଣା
ବାର ପଣିଆଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କୌଣସି ପଦାର୍ଥର ୩/୪: ସମ୍ୱନ୍ଧୀୟ — ୧. Relating to ୩/୪ of a thing.
- ୨. ଯେଉଁ ସମୟରେ ବା ଲାଟବନ୍ଦି କିସ୍ତିରେ ପ୍ରଜାର ବାର୍ଷିକ ଦେୟ ଖଜଣାର ୩/୪: ଜମିଦାରଙ୍କୁ ଦିଆଯିବା ବିଧି ଥାଏ — ୨. (the time or revenue payment day) By which ୩/୪ of the annual rent is to be paid by the tenants.