Jump to content

ବାର ବକଳିଆ

ଉଇକିଅଭିଧାନ‌ରୁ

ବାର ବକଳିଆ

ଉଚ୍ଚାରଣ

[ସମ୍ପାଦନା]

(ବାରବକଳା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ବଡ଼ ଗଛ — A species of tree.

[ଦ୍ରଷ୍ଟବ୍ୟ —ଏଥିର କାଠରୁ ବହୁ ପରସ୍ତ ବକଳା ବାହାରେ, ଏବଂ ଏହା ଜାଳ କାଠ ରୂପେ ବ୍ୟବହୃତ ହୁଏ]