Jump to content

ବାର ବଫାତ୍

ଉଇକିଅଭିଧାନ‌ରୁ

ବାର ବଫାତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବାରେ ବଫାତ୍—ଅନ୍ୟରୂପ)

=== ବୈଦେଶିକ - ବିଶେଷ୍ୟ - (ଆରବୀ - ବାରହ୍ ବଫାତ୍)

ହଜ୍ରତ୍ ମହମ୍ମଦଙ୍କ ମାରାତ୍ମକ ପୀଡ଼ାର ୧୨: ଦିବସ — The twelve days of Mahommd's mortal illness.

[ଦ୍ରଷ୍ଟବ୍ୟ —ଏହାକୁ ମୁସଲମାନ୍ମାନେ ପର୍ବ ରୂପେ ପ୍ରତି ବର୍ଷ ପାଳନ୍ତି ଏ ମୁସଲମାନୀ ୩ୟ ମାସ ରବିଉଲ୍ ଅଉଅଲ୍ରେ ପଡ଼େ ଏହି ପୀଡ଼ାର ଫଳରେ ମହମ୍ମଦ ଦେହ— ତ୍ୟାଗ କରିଥିଲେ]