Jump to content

ବାର ବରତ

ଉଇକିଅଭିଧାନ‌ରୁ

ବାର ବରତ

ଉଚ୍ଚାରଣ

[ସମ୍ପାଦନା]

(ବାର ବ୍ରତ—ଦେଶଜ ରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]

ବର୍ଷକ ମଧ୍ୟରେ ହେଉଥିବା ଭିନ୍ନ ଭିନ୍ନ ଉପବାସ ବା ବ୍ରତ — The several religious fasts and feasts of the year.

ବାର ବରତରେ ଶାରିଆର ଆଜିକାଲି ଭାରି ମନ ଫକୀରମୋହନ, ଛମାଣ ଆଠ ଗୁଣ୍ଠ

[ଦ୍ରଷ୍ଟବ୍ୟ —ବ୍ରତ ତଳେ ନୋଟ୍ ଦେଶ]