Jump to content

ବାର ବରଷିଆ

ଉଇକିଅଭିଧାନ‌ରୁ

ବାର ବରଷିଆ

ଉଚ୍ଚାରଣ

[ସମ୍ପାଦନା]

(ବାର ବରଷୀ—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଦ୍ୱାଦଶ ବର୍ଷୀୟ)

[ସମ୍ପାଦନା]
୧. ବାର ବର୍ଷ ବୟସ୍କ —୧. Aged ୧୨.
୨. ଯାହା ୧୨: ବର୍ଷକରେ ଥରେ ଘଟେ —୨. Happening or taking place once in ୧୨ years.
୩. ବାର ବର୍ଷ ପୂର୍ବେ ଘଟିଥିବା —୩. Which took place ୧୨ years ago.

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]

ଏକ ପ୍ରକାର ସପୁରୀ ଜାତୀୟ ଗଛ; ମୁର୍ବା — The centurdy plant; the American Aloe; the agave, Agave Amaryllidaceæ.

[ଦ୍ରଷ୍ଟବ୍ୟ —ଏହାର ପତ୍ର ଖୁବ୍ ମୋଟ ଓ ଖଣ୍ଡା ପରି ଲମ୍ୱ ଓ ପତ୍ରର ଅଗରେ ଖୁବ୍ ଦୃଢ଼ ମୁନିଆ କଣ୍ଟା ଥାଏ ଏଥିର ପତ୍ରକୁ ପାଣିରେ ସଢ଼ାଇ ଦେଲେ ବା ଛେଚିଲେ ତହିଁରୁ କୋମଳ ଅଂଶ ବାହାରି ଯାଇ ଝୋଟ ପରି ତନ୍ତୁ ବାହାରେ ଓ ତହିଁରେ ଖୁବ୍ ଶକ୍ତ ଧନୁର୍ଗୁଣ ହୁଏ ୧୨: ବର୍ଷରେ ଏ ଗଛରୁ ଗୋଟିଏ ୧୧୫: ହାତ କାଣ୍ଡ ବାହାରେ ଓ ଉକ୍ତ କାଣ୍ଡ ଅଗରେ ଫୁଲ ଓ ଫଳ ଧରେ ଫଳ ଧରିବା ପରେ ଏ ଗଛ ମରିଯାଏ ଏ ଗଛକୁ ଲୋକେ ବାଡ଼ ବା ହିଡ଼ରେ ପୋତନ୍ତି ଏହା ପ୍ରଥମେ ଆମେରିକାରୁ ଏ ଦେଶକୁ ଆନୀତ ହୋଇଥିଲା; ଏଥିର ତନ୍ତୁରେ ଆସନୀ, ମୋଟ ଲୁଗା, ଗାଲିଚା ଆଦି କେନ୍ଦୁଝର ଜେଲରେ ଓ ଅନ୍ୟାନ୍ୟ ସ୍ଥାନରେ ବୁଣ ଯାଉଅଛି ସମ୍ୱଲପୁର ସହର ନିକଟରେ କେଶୀ ନାମକ ଜଣେ ସାହେବ ଏହି ଗଛର ଗୋଟିଏ ପ୍ରକାଣ୍ଡ କୃଷିକ୍ଷେତ୍ର କରି, କଳରେ ତହିଁର ଝୋଟ ବାହାର କରି ଦଉଡ଼ା ବଳାଯିବା ପାଇଁ ଉକ୍ତ ଝୋଟକୁ ବିଦେଶକୁ ପଠାଉ ଅଛନ୍ତି ଏ ଦଉଡ଼ା ଖୁବ୍ ଟାଣୁଆ ହୁଏ ଏ ଗଛକୁ ସମ୍ୱଲପୁର ଅଞ୍ଚଳରେ 'ମୁରୁଗା' (ସଂସ୍କୃତ - ମୂର୍ବା) କହନ୍ତି; କିନ୍ତୁ ମୂର୍ବା ଗଛ ଶାକ ଜାତୀୟ ଓ କ୍ଷୁଦ୍ର; ଏବଂ ବାରବରଷିଆ ଗଛ ବଡ଼ ଓ ବିଦେଶରୁ ଆନୀତ]