ବାର ବାଣ
ଦେଖଣା
ବାର ବାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବାର=ବାରିତ ହୁଏ+ବାଣ=ଶର ଯାହା ଦ୍ୱାରା)
[ସମ୍ପାଦନା]- ୧. ବାଣବାରକ; ସାଞ୍ଜୁ; ବର୍ମ — ୧. Mail coat; coat of mail.
- ୨. (ବାଣ+ ବାର; ପୂର୍ବନିପାତ) ବାଣ; ସମୂହ —୨. A number of arrows.
- ୩. ବେଶ୍ୟା ସମୂହ —୩. A number of harlots (Apte).
ବାର ବାଣ ହେବ ସୂନ୍ଦରୀଖର ବାର ବାଣକୁ ପଞ୍ଚ ବିଶିଖର— ଭଞ୍ଜ. ବୈଦେହୀଶବିଳାସ