ବାର ବାର
ଦେଖଣା
ବାର ବାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଣ—(ସଂସ୍କୃତ - ବାରମ୍ୱାର)
[ସମ୍ପାଦନା]- ୧. ଥରକୁଥର; ଅନେକ ବାର — ୧. Several time.
ହରିଣାକ୍ଷରେ ନାନା ହରି ଗନ୍ଧକୁ ଯାନା ବୋଲି ଯେ କହୁଥାଉଁ ବାରବାର କବିସୂର୍ଯ୍ୟ. ସଙ୍ଗୀତ
- ୨. ଉପର୍ଯୁପରି —୨. Repeatedly.
ବାର ବାର ମଦବାରଣବରଗତି ରତି ରସ ବିଦ୍ୟା ତରଙ୍ଗିଣୀ ପତି— କବିସୂର୍ଯ୍ୟ, ରତ୍ନାକର ଚମ୍ପୂ, ବ, ଗୀତ