ବାର ବାୟୁ
ପ୍ରଚଣ୍ଡ ପବନ; ବତାସ — Stormy wind; gale.
ବାର ବାୟୁରେ ଧୈର୍ଯ୍ୟମୂଳ ଉପୁଡ଼ି ପଡ଼ିଲା ପ୍ରକାର ଭଞ୍ଜ. ବୈଦେହୀଶବିଳାସ