ବାର ଭାଇଆ
ଦେଖଣା
ବାର ଭାଇଆ
ଉଚ୍ଚାରଣ
[ସମ୍ପାଦନା](ବାରଜଣିଆଁ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାର ଭାଇଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତିନି ଥେଣ୍ଟିଆ; ବାରଜଣ ଭାଇ ବା ମାଲିକଙ୍କ ଅଧିକୃତ; ବହୁସ୍ୱାମିକ (ସମ୍ପତ୍ତି) — ୧. (Property) Belonging to many coshares.
- ୨. ବହୁ ଭ୍ରାତୃ ସମନ୍ୱିତ (ପରିବାର) —୨. (a family) Consisting of many brother.
- ୩. ଯେଉଁ କାର୍ଯ୍ୟରେ ବା ବିଷୟରେ ଅନେକ ଲୋକଙ୍କର ସମ୍ପର୍କ ଥିବାରୁ କାହା ଉପରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ନ ଥାଏ —୩. (a work) Concerning many people and in which no paticular person is responsible or particularly interested.