Jump to content

ବାର ଭୂତ

ଉଇକିଅଭିଧାନ‌ରୁ

ବାର ଭୂତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବହୁ ନିଃସମ୍ପର୍କୀୟ ଲୋକ — A great many outsiders.

ଦୁଇପକ୍ଷ ମକଦ୍ଦମାରେ ଟଙ୍କା ବାଣ୍ଟି କଙ୍ଗାଳ, ସେହି ଟଙ୍କା ବାରଭୂତ ଗୋଟାଇ ଖାଇ ଅଛନ୍ତି ଫକୀର ମୋହର. ଛମାଣ ଆଠିଗୁଣ୍ଠ