ବାର ଭୂୟାଁ
ବାରଭୁଇଁଆଁ, ବାରଭୁବଅନ୍ୟରୂପ
ପଞ୍ଚଦଶ ଓ ଶୋଡ଼ଶ ଶତାବ୍ଦୀରେ ରାଜତ୍ୱ କରୁଥିବା ବଙ୍ଗଦେଶର ରାଜୋପାଧି ବିଶିଷ୍ଟ ୧୨: ଜଣ ଭୂମଧ୍ୟକାରୀ —୧୨ Zamindars ruling in Bengal in the ୧୫th and ୧୬th centuries.