ବାର ସ୍ତିରୀ
ବେଶ୍ୟା; କୁଳଟା — Prostitute; adulteress.
ସ୍ତିରୀ ହୋଇ ଯେବେ କରଇ ବହୁ ପତି ତାହାକୁ ବାର ସ୍ତିରୀ ସମସ୍ତେ କହନ୍ତି କୃଷ୍ଣସିଂହ. ମହାଭାରତ ଆଦି