ବାର ସ୍ପତି
ଦେଖଣା
ବାର ସ୍ପତି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାର ସ୍ପତି= ବୃହସ୍ପତି ସମ୍ୱନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ)
[ସମ୍ପାଦନା]- ୧. ବ୍ରହ୍ମାଙ୍କ ପୁର — ୧. The city of Brahmā
ବାର ମଧ୍ୟେ ପୁର ଶୁଭ ଶିଳ୍ପୀ ଯେ ବାରସ୍ପତି ଲକ୍ଷ୍ୟ କଳ୍ପି ଯେ ବୈଦେହୀଶବିଳାସ
- ୨. ସ୍ୱର୍ଗ —୨. Heaven.
ବୋଲନ୍ତି ଶୁଣ ସୁପରତି ବେଗେ ତୁ ଛାଡ଼ ବାରସ୍ପତି ଜଗନ୍ନାଥ. ଭାଗବତ
- ୩. ଇନ୍ଦ୍ରପୁରୀ; ଅମରାବତୀ —୩. The capital of Indra.