Jump to content

ବାର ସ୍ୱତି

ଉଇକିଅଭିଧାନ‌ରୁ

ବାର ସ୍ୱତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାର ସ୍ପତି= ବୃହସ୍ପତି ସମ୍ୱନ୍ଧୀୟ; ବାର୍ହସ୍ପତ୍ୟ= ବୃହସ୍ପତି ଶିଷ୍ୟ)

[ସମ୍ପାଦନା]
୧. ବ୍ରହ୍ମାଙ୍କ ପୁର — ୧. The city of Brahmā


ବାର ମଧ୍ୟେ ପୁର ଶୁଭ ଶିଳ୍ପୀ ଯେ ବାରସ୍ପତି ଲକ୍ଷ୍ୟ କଳ୍ପି ଯେ ବୈଦେହୀଶବିଳାସ

୨. ସ୍ୱର୍ଗ —୨. Heaven.

ବୋଲନ୍ତି ଶୁଣ ସୁପରତି ବେଗେ ତୁ ଛାଡ଼ ବାରସ୍ପତି ଜଗନ୍ନାଥ. ଭାଗବତ

୩. ଇନ୍ଦ୍ରପୁରୀ; ଅମରାବତୀ —୩. The capital of Indra.



ବାର ସ୍ୱତି

ଉଚ୍ଚାରଣ

[ସମ୍ପାଦନା]

=== ଗ୍ରାମ୍ୟ - ବିଶେଷ୍ୟ -

୧. ସଂସ୍କୃତ - ବାର୍ହସ୍ପତ୍ୟ=ବୃହସ୍ପତିଙ୍କ ଶିଷ୍ୟ; ଇନ୍ଦ୍ର ବୃହସ୍ପତିଙ୍କ ଶିଷ୍ୟ ଥିବାରୁ)—ଇନ୍ଦ୍ର — ୧. Indra the king of Gods.

ବାଚସ୍ପତି ଭବନ ପ୍ରାୟକ ପରିପାଟି ସାରଳା, ମହାଭାରତ

୨. (ସଂସ୍କୃତ - ବାର=ବହୁ+ସତୀ)—ଇନ୍ଦ୍ରାଣୀ; ଶଚୀ — ୨. The wife of Indra.