ବାର ହାଣ୍ଡିଆ
ଦେଖଣା
ବାର ହାଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଯେ ଏକ ସ୍ଥାନରେ ସ୍ଥିର ହୋଇ ନ ରହି, ବାର ଯାଗାରେ ଅର୍ଥାତ୍ ବହୁ ସ୍ଥାନରେ ହାଣ୍ଡି କରି ଖାଦ୍ୟ ଦ୍ରବ୍ୟ ପାକ କରେ —Constantly moving one's lodgings; having no settled place of residence.
ବିଶେଷ୍ୟ -
[ସମ୍ପାଦନା]ବନ୍ଦୋବସ୍ତ ସମ୍ପର୍କରେ ବାଉଣ୍ଡରି ମାପ କରିବା ଅମୀନ — Boundary Surveyors in connection with the Revenue Settlement operation.