Jump to content

ବାର ହାତ

ଉଇକିଅଭିଧାନ‌ରୁ

ବାର ହାତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାର ହାତ ଦୈର୍ଘ୍ୟ —୧. A length of ୧୨ cubits (more than ୬ yards).
୨. ବହୁ ବ୍ୟକ୍ତିଙ୍କ ହସ୍ତି —୨. Hands of many persons.

ବିଶେଷଣ -

[ସମ୍ପାଦନା]

ବହୁ ଲୋକଙ୍କ ହାତରେ ପଡ଼ିବା — Handled by many persons.

(ଯଥା—ଅତି କ୍ଷୁଦ୍ର କ୍ଷୁଦ୍ର ମୁକ୍ତା ଗୁଡ଼ିକ ବାରହାତ ହେବାରୁ ବୁଣିଗଲା)