Jump to content

ବାଲାଖାନା

ଉଇକିଅଭିଧାନ‌ରୁ

ବାଲାଖାନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଲା=ଉପରେ+ଖାନା=ଗୃହ)

[ସମ୍ପାଦନା]

ଉପର ମାହାଲା; ଏକ ମହଲା କୋଠା ଉପରେ ଥିବା ଘର; ଦୋତାଲା —Second storey; upper storey.