ବାଲାମି
ଦେଖଣା
ବାଲାମି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଲାମି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବରିଶାଲ ଆଞ୍ଚଳରୁ କଲିକତାକୁ ଆନୀତ ଏକ ପ୍ରକାର ଉତ୍କୃଷ୍ଟ ଶାଳି ତଣ୍ଡୁରା — A kind of excellent rice import to Calcutta from Barisal side.
[ଦ୍ରଷ୍ଟବ୍ୟ —ନୁଆଖାଲି ଓ ବାଖରଗଞ୍ଜ ପ୍ରଭୃତି ଅଞ୍ଚଳରେ ବ୍ୟବହୃତ ନୈକା ବିଶେଷର ନାମ 'ବାଲମ୍' ଏହି ନୌକାର ପଟାମାନଙ୍କ ବେତ ଲଇଦ୍ୱାରା ପରସ୍ପର ସହିତ ଭିଡ଼ି କରି ବାନ୍ଧିବାକୁ ହୁଏ ବରିଶାଳ ଅଞ୍ଚଳରୁ ଏ ଚାଉଳ 'ବାଲମ୍' ନୈକାରେ କଲିକତା ଅଞ୍ଚଳକୁ ଆସୁଥିବାରୁ ଏ ଚାଉଳର ଏହି ନାମ ହୋଇଅଛି ଏ ଚାଉଳ ସାଧାରଣ ଚାଉଳ ଅପେକ୍ଷା ସରୁ ଓ ଲମ୍ୱ, ଓ ଏଥିରେ ଅନ୍ନ ଗୋଟି ଗୋଟି ହୁଏ ଏ ଚାଉଳ ଖେଚେଡ଼ି, ପଲଉ ଆଦି ରନ୍ଧାଯାଏ—ଯୋଗେଶଚନ୍ଦ୍ର]