ବାଲାଶତ୍ତର୍
ଦେଖଣା
ବାଲାଶତ୍ତର୍
ଉଚ୍ଚାରଣ
[ସମ୍ପାଦନା]ବାଲାଏ ସତ(ତ୍ତ)ର୍, ବାଲାଇ ସତ(ତ୍ତ)ରଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାଲାଶତ୍ତର୍
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ବାଲାଇ=ଉପରିସ୍ଥ; ଅଧିକା+ସତ୍ତର=ଧାଡ଼ି)
[ସମ୍ପାଦନା]ଦଲିଲ ଆଦି ଲେଖାଯିବା ସମୟରେ ଭୂଲ କ୍ରମେ ଛାଡ଼ି ଯାଇଥିବା ଶବ୍ଦକୁ ୨ ଶବ୍ଦ ମଧ୍ୟରେ ଚିହ୍ନି ଦେଇ ଉକ୍ତ ଚିହ୍ନ ସ୍ଥାନର ଧାଡ଼ି ଉପରେ ଲେଖାଯିବା ଅଂଶ — A line or passage interpolated above a written line from which the line or passage had been omitted by mistake.