ବାଲାଷ୍ଟ୍
ଦେଖଣା
ବାଲାଷ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଲାଷ୍ଟ୍
|
ବୈଦେଶିକ - ବିଶେଷ୍ୟ - (ଇଂ ବାଲ୍ଲାଷ୍ଟ୍)
[ସମ୍ପାଦନା]- ୧. ଖାଲି ଜାହାଜର ଭାରକେନ୍ଦ୍ର ଠିକ୍ ରଖିବା ପାଇଁ ସେଥିରେ ଲଦାଯିବା ପଥର, ଇଟା, ବାଲି ଆଦି — ୧. Ballast; loads of stone etc put in an empty ship to keep it steady.
- ୨. ରେଲପଥ ଉପରେ ବିଛାଯିବା ଗୋଡ଼ି ଓ ଟିକି ଟିକି ପ୍ରସ୍ତର ଖଣ୍ଡମାନ; ଗେଟୀ —୨. Graval and bits of stone spread on railway lines.