Jump to content

ବାଲାସ୍

ଉଇକିଅଭିଧାନ‌ରୁ

ବାଲାସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ବାଲ୍ଲାଷ୍ଟ)

[ସମ୍ପାଦନା]
୧. ଖାଲି ଜାହାଜର ଭାରକେନ୍ଦ୍ର ଠିକ୍ ରଖିବା ପାଇଁ ସେଥିରେ ଲଦାଯିବା ପଥର, ଇଟା, ବାଲି ଆଦି — ୧. Ballast; loads of stone etc put in an empty ship to keep it steady.


୨. ରେଲପଥ ଉପରେ ବିଛାଯିବା ଗୋଡ଼ି ଓ ଟିକି ଟିକି ପ୍ରସ୍ତର ଖଣ୍ଡମାନ; ଗେଟୀ —୨. Graval and bits of stone spread on railway lines.