Jump to content

ବାଲିଅନ୍ତା

ଉଇକିଅଭିଧାନ‌ରୁ

ବାଲିଅନ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀ ଜିଲ୍ଲାର ଭୂବନେଶ୍ୱର ନିକଟସ୍ଥ ଗ୍ରାମ ବିଶେଷ — Name of a village in the district of Puri near Bhubaneswar.

[ଦ୍ରଷ୍ଟବ୍ୟ —ଏହିଠାରେ କୁଶଭଦ୍ରା କୁଆଖାଇରୁ ବାହାରି, ଏହା ଦୁଇଟି ନଦୀଗର୍ଭର ବିସ୍ତୀର୍ଣ୍ଣ ବାଲୁକାମୟ ସ୍ଥାନ ଥିବାରୁ ଏପରି ନାମ ହୋଇଅଛି ]