ବାଲିଆ
ଦେଖଣା
ବାଲିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଲିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବାଳମତ୍ସ୍ୟ)—ଏକପ୍ରକାର କାତି ନ ଥିବା ବଡ଼ ମାଛ —୧. The cat fish; Wallago Attu; Cyprinus Denticulatus.
[ଦ୍ରଷ୍ଟବ୍ୟ —ଏହାର ମୁହଁର ଦୁଇ ପାଖରେ ଦୁଇଟି ଲେଖାଏଁ ବଡ଼ ବାଳ ପରି
ଅନୁବାଦ
[ସମ୍ପାଦନା]ବାଲିଆ
ନିଶ ଥିବାରୁ ଏପରି ନାମ ହୋଇ ଅଛି ଏ ମାଛ ଭମ୍ୱରେ ୩ ହାତ ପର୍ଯ୍ୟନ୍ୟ ବଢ଼ିବାର ଦେଖାଅଛି ଏମାନେ ପୋଖରୀର ଅନ୍ୟ ମାଛ— ମାନଙ୍କୁ ଖାଇ ଯାଆନ୍ତି ଓ ମାଂସ ଖାଆନ୍ତି ଅତି ବୃହତ୍ ବାଳିଆ ମାଛକୁ ରାଘବ ରାଘବ ବଲାଯାଏବୈଦେଶିକ - ଶାସ୍ତ୍ର ମତରେ ଏହା ଶ୍ଳେଷ୍ମକର, ବଳ ବର୍ଧକ ଆହାଦ୍ୱାରା ରକ୍ତ ପିତ୍ତ ଦୂଷିତ ଓ କୁଷ୍ଠ ରୋଗ ଉତ୍ପନ୍ମ ହୁଏ ଛୋଟ ବାଳିଆମାଛକୁ ବାଳିଆ ପତକା ବୋଲାଯାଏ]
- ୨. ବାଳିଆ ବାଉଁଶ (ଦେଖ) - ୨. Bāḻiā Bāuñṡa (See)
ବାଲିଆ
ଉଚ୍ଚାରଣ
[ସମ୍ପାଦନା](ବାଳିଆରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାଲିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ବାଳୁକାମୟ)
[ସମ୍ପାଦନା]- ୧. ବାଲୁକା ମିଶ୍ରିତ — ୧. Mixed with sand; sandy.
- ୨. ବାଲୁକା— ବହୁଳ —୨. A bounding in sand.
=== ଦେଶଜ - ବିଶେଷ୍ୟ -
(ଅନାଦରାର୍ଥକ) ବାଳକକୃଷ୍ଣ ଡାକନାମ — A name for calling Bāḻakṛushṇa.