Jump to content

ବାଲିଦାନୀ

ଉଇକିଅଭିଧାନ‌ରୁ

ବାଲିଦାନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲୁକା+ଫାରାସୀ - ଦାନୀ)

[ସମ୍ପାଦନା]

ଏ ଦେଶରେ ବ୍ଲଟିଙ୍ଗ୍ର ପ୍ରଚଳିତ ପୂର୍ବରୁ କାଗଜରେ ସଦ୍ୟ ଲେଖା— ହେବା କାଳୀକୁ ଶୋଷିବାପାଇଁ ବ୍ୟବହୃତ ବାଲି ଓ ଧୂଳି ଯେଉଁ ଜାଲିଦାର୍ ଦାନୀରେ ରଖାଯାଉ ଥିଲା — Sandbox; a perforated pot centaining sand, which was formerly used for sprinking dust on fresh writing with ink before blotting paper came into use.