ବାଲିପୁଡ଼ା
ଦେଖଣା
ବାଲିପୁଡ଼ା
ଉଚ୍ଚାରଣ
[ସମ୍ପାଦନା](ବାଲିପୁଡ଼ିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାଲିପୁଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲୁକା+ପୁଟକ)
[ସମ୍ପାଦନା]- ୧. ଏ ଦେଶରେ ବ୍ଲଟିଙ୍ଗ୍ର ପ୍ରଚଳିତ ହେବା କାଳୀକୁ ଶୋଷିବା ପାଇଁ ବ୍ୟବହୃତ ବାଲକା ପୂର୍ଣ୍ଣ କାନର ପୁଡ଼ା —୧. Some sand put in a rag and tied up, used for soaking ink from fresh writing.
- ୨. ଦେହ ସେକିବା ପାଇଁ ବ୍ୟବହୃତ ବାଲିକାପୂର୍ଣ୍ଣ କନାର ପୂଡ଼ା —୨. A rag tied up into a ball containing sand inside it, used in dry-formenting.