ବାଲିଶ
ଦେଖଣା
ବାଲିଶ
ଉଚ୍ଚାରଣ
[ସମ୍ପାଦନା](ବାଳିଶା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଳ=ପୂଜା ଦ୍ରବ୍ୟ+ଶୋ ଧାତୁ=ନାଶ କରିବା+କର୍ତ୍ତ; ଅ=ବଳିଶ=ଯେ ପୂଜା ପାଇଁ ରଖା ଯାଇଥିବା ଦ୍ରବ୍ୟକୁ ବା ଅମୁଣିଆକୁ ମାରା କରେ; ବଳିଶ+ସ୍ୱାର୍ଥେ. ଅ)
[ସମ୍ପାଦନା]- ୧. ଅଜ୍ଞାନ —୧. Ignorrant; inexperienced.
- ୨. ଅଳ୍ପ ବୟସ୍କ —୨. Very young.
- ୩. ମୁର୍ଖ —୩. Illterate.
- ୪. ଅସାବଧାନତା —୪. Careless.
- ୫. ଶିଶୁପ୍ରକୃତିକ —୫. Puerile; childish.
ସଂସ୍କୃତ - ବିଶେଷ୍ୟ - (ବଳନ୍=ମସ୍ତକ+ଶୀ ଧାତୁ=ଶୋଇବା+ଅଧିକରଣ ଅ.)
[ସମ୍ପାଦନା]- ୧. ଉପାଧାନ; ତକିଆ —୧. Pillow (Apte).
- ୨. (ବାଳ+ସ୍ୱାର୍ଥେ. ଇଶ) ଶିଶୁ; ବାଳକ —୨. Child (Apte).
- ୩. (ବାଳ+ତୁଲ୍ୟାର୍ଥେ. ଇଶ)— ନିର୍ବୋଧ ବ୍ୟକ୍ତି —୩. A fool; a blockhead (Apte).