Jump to content

ବାଲିଶୁଆ

ଉଇକିଅଭିଧାନ‌ରୁ

ବାଲିଶୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ଗାଳି)

[ସମ୍ପାଦନା]

ଯେ ମୃତ ହୋଇ ନଦୀ ବାଲିରେ ଯାଇ ଶୋଇବ; ଯାହାର ମୃର୍ଦ୍ଦାର ନଈବାଲିରେ ଫିଙ୍ଗା ଯିବ —(a erm of abuse or curse) One who will be laid down in the river-bed to die.

ବିଶେଷ୍ୟ - (ସଂସ୍କୃତ - ବାଲୁକା+ଶୁକ)

[ସମ୍ପାଦନା]

ଏକପ୍ରକାର ଛୋଟ ଶୁକପକ୍ଷୀ — A species of small parrot.

ଇନ୍ଦ୍ରଧନୁ ଖଣ୍ଡ ପ୍ରାୟ ଖଣ୍ଡିଉଡ଼ା ଦେଇ ବୁଲେ ବାଲିଶୁଆ— ରାଧାନାଥ, ପାର୍ବତୀ