ବାଲିସରା
ଦେଖଣା
ବାଲିସରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଲିସରା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୋଖରୀ; ପୟଃପ୍ରଶାଳୀ ବବା କାଦୁଅ ନଦୀ ଭିତରେ ସ୍ନାନ ଘାଟପାଖରେ ବାଲୁକାମୟ ସ୍ଥାନ —A beaten sandy place in a stream or muddy river where people take their bath and which is sandy and not muddy.
[ଦ୍ରଷ୍ଟବ୍ୟ —ଏ ସ୍ଥାନରେ ଲୋକ ଗାଧୁଆ ପାଧୁଆ କରି ସର୍ବଦା ପାଦରେ ମାଡ଼ିବା ଯୋଗୁଁ କାଦୁଅ ନ ଜମି ବାଲି ପଡ଼ି ଯାଇ ଥାଏ]