ବାଲି କୁଦ
ଦେଖଣା
ବାଲି କୁଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଲି କୁଦ
|
ଦେଶଜ - ବିଶେଷ୍ୟ - (ବାଲୁକା ଓ କୂଟ)
[ସମ୍ପାଦନା]- ୧. ବାଲି ଏକତ୍ର ଜମା ହୋଇ ଉଚ୍ଚ ହୋଇଥିବା ସ୍ଥାନ — ୧. Sand drift; mound of sand.
- ୨. ବାଲିର ପାହାଡ଼ —୨. Sand dune; sand hill.
[ଦ୍ରଷ୍ଟବ୍ୟ —ପବନଦ୍ୱାରା ଚାଳିତ ହୋଇ ଏକ ସ୍ଥାନରେ ବାଲି ପାହାଡ଼ ବା ବନ୍ଧ ପରି ଗଢ଼ା ହୋଇ ଯାଏ—ମେଦିନୀପୁରରେ ଏପରି ବାଲି କୁଦ ବହୁତ ଦେଖାଯାଏ]