Jump to content

ବାଲି କୁଦା

ଉଇକିଅଭିଧାନ‌ରୁ

ବାଲି କୁଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବାଲୁକା ଓ କୂଟ)

[ସମ୍ପାଦନା]
୧. ବାଲି ଏକତ୍ର ଜମା ହୋଇ ଉଚ୍ଚ ହୋଇଥିବା ସ୍ଥାନ — ୧. sand drift; mound of sand.
୨. ବାଲିର ପାହାଡ଼ —୨. Sand dune; sand hill.

[ଦ୍ରଷ୍ଟବ୍ୟ —ପବନଦ୍ୱାରା ଚାଳିତ ହୋଇ ଏକ ସ୍ଥାନରେ ବାଲି ପାହାଡ଼ ବା ବନ୍ଧ ପରି ଗଦା ହୋଇ ଯାଏ—ମେଦିନୀପୁରରେ ଏପରି ବାଲି କୁଦ ବହୁତ ଦେଖାଯାଏ]