ବାଲି ଗଡ଼ି
ଦେଖଣା
ବାଲି ଗଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଲି ଗଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନଦୀର ଯେଉଁ ବାଲୁକାମୟ ଉଚ୍ଚ ସ୍ଥାନରୁ ସ୍ରୋତ ତଳକୁ (ହଠାତ୍ ଗଭୀରତର ସ୍ଥାନକୁ) ବହି ଯାଉଥାଏ —A high sandbank from which water flows into a deeper part.
[ଦ୍ରଷ୍ଟବ୍ୟ —ଏଠାରେ ସ୍ରୋତଗତିଦ୍ୱାରା ଉଚ୍ଚ ସ୍ଥାନରେ ପ୍ରାନ୍ତରେ ଚୋରା ବାଲି ବା ବୁଣା ବାଲି ଜମା ହୋଇଯାଏ]