ବାଲି ଘଡ଼ି
ଡମ୍ୱରୁ ଆକାରରେ ଦ୍ୱିଫଳ ଯୁକ୍ତ କ୍ଷୀଣକଟି ଯନ୍ତ୍ର, ଯହିଁର ମଧ୍ୟସ୍ଥ ଛିଦ୍ର ବାଟେ ବାଲି ପାଖକୁ ସେ ପାଖକୁ ଖସି ପଡ଼ି ଘଣ୍ଟା ସମୟ ଜଣାଯାଏ —Sand- glass.