Jump to content

ବାଲି ଘୁରୁଣି

ଉଇକିଅଭିଧାନ‌ରୁ

ବାଲି ଘୁରୁଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲୁକା+ଘୁର୍ଘୁରା)

[ସମ୍ପାଦନା]

ବାଲିରେ ବଢ଼େଇଙ୍କ ଭଅଁର ପରି କଣା କରି ପଶିଯିବା ଏକପ୍ରକାର କୀଟ; ଗୁଣ୍ଡରି ୨ (ଦେଖ) - — A kind of insect boring into sand; sand cricket; sand borer.

(ବାଲି ଗୁଣ୍ଡୁରି, ବାଲି ଗୁରୁଣ୍ଡି, ବାଲି ଘୁଘୁରା, ବାଲି ଘୁଂଗୁରା, ବାଲି ଭଅଁର, ବାଲି ଭଉଁରି—ଅନ୍ୟରୂପ)