Jump to content

ବାଲି ଚଢ଼ା

ଉଇକିଅଭିଧାନ‌ରୁ

ବାଲି ଚଢ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଦୀଗର୍ଭସ୍ଥ ଢିପି ବାଲୁକାମୟ ଭୂଖଣ୍ଡ — A sand-bank; a sandy shoal; a hidden sand-hill in the bed of a river.

  • * * ଗୋଟିଏ କାଲି ଚଡ଼ାରେ ଡଙ୍ଗା ଲାଗିଗଲା ଫକୀରମୋହନ. ଗଳ୍ପସ୍ୱଳ୍ପ

[ଦ୍ରଷ୍ଟବ୍ୟ —ଏଥିରେ ଅନେକ ସମୟରେ ନୌକାଆଦି ଲଗାଯାଏ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ଜମି ଉପରେ ବାଲିର ସ୍ତର ପଡ଼ିଥାଏ; ବାଲୁକା ସ୍ତରଦ୍ୱାରା ଆବୃତ (ଭୂମି) —(land) Overspread with a layer of sand.

୨. ଯେଉଁ ଜମିରେ ନଈବଢ଼ିଦ୍ୱାରା ଆନୀତ ବାଲୁକାର ଘନସ୍ତର ପଡ଼ିଥାଏ —୨. Land over which three is a thick deposit of sand brought by the flood of rivers.

[ଦ୍ରଷ୍ଟବ୍ୟ —ଏପରି ଜମିରେ ଫସଲ କରାଯାଇ ପାରେ ନାହିଁ]