ବାଲି ଜନ୍ଦା
ଦେଖଣା
ବାଲି ଜନ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବର୍ଷାଦିନରେ ପାଣି ଓ କାଦୁଅ ଲାଗି ପାଦର ଆଙ୍ଗୁଠି ସନ୍ଧାମାନଙ୍କରେ ହେବା ଘାଆ — ୧. Chilblain
- ୨. ବାଲିଆ ସ୍ଥାନମାନଙ୍କ ଉପରେ ବିଚରଣ କରୁଥିବା ଏକପ୍ରକାର ଜନ୍ଦା — A kind of big black ant generally found inhabiting sandy places.
[ଦ୍ରଷ୍ଟବ୍ୟ —ଏମାନଙ୍କ ଦେହ ଗାଢ଼ କୃଷ୍ଣବର୍ଣ୍ଣ ଏମାନେ ଦଳବଦ୍ଧ ହୋଇ ବାସ କରନ୍ତି ବିଛା, ଅଅସରପା, କଳିକତରା ପ୍ରଭୂତି ଜୀବମାନଙ୍କୁ ପାଇଲେ ହଠାତ୍ ଦଳବଦ୍ଧ ହୋଇ ସେମାନଙ୍କୁ ଆକ୍ରମଣ ମାରି ଖାଇ ଯାଆନ୍ତି ଏମାନେ କାମୁଡ଼ିଲେ ବିଶେଷ ଯନ୍ତ୍ରଣା ହୁଏ]