ବାଲି ତୃତୀୟା
ଦେଖଣା
ବାଲି ତୃତୀୟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭାଦ୍ରଶୁକ୍ଳ ତୃତୀୟା —The ୩rd day of the bright fortnight of the mouth of Bhādraba.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏ ଦିନ ଗୌରୀ (ପାର୍ବତୀ) ମହାଦେବଙ୍କୁ ସ୍ୱାମୀରୂପେ ପାଇବା ନିମନ୍ତେ ବାଲିରେ ଶିବଲିଙ୍ଗ ନିର୍ମାଣ କରି ପୂଜା କରିଥିଲେ ତେଣୁ ଏ ଦିନ ସଧବା ଓ କୁମାରୀମାନେ ନଈର ବା ପୋଖରୀର କୂଳରେ ଓଦା ବାଲିରେ ଶିବଲିଙ୍ଗ ରଚନା କରି ପୂଜା କରନ୍ତି ଏ ଦିନଯାକ ଆହୋରାତ୍ର ସେମାନେ ନିର୍ମଳ ଉପବାସ କରନ୍ତି ଓ ଗୌରୀପୂଜା କରନ୍ତି ଏ ବ୍ରତ କଲେ ସ୍ତ୍ରୀମାନେ ବୈଧବ୍ୟ ଓ ନିଃସନ୍ତାନ ଅବସ୍ଥା ଭୋଗ କରନ୍ତି ନାହିଁ ବୋଲି ପୁରାଣରେ ଅଛି]