Jump to content

ବାଲି ଭଜା

ଉଇକିଅଭିଧାନ‌ରୁ

ବାଲି ଭଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାଲିକା+ଭର୍ଜନ)

[ସମ୍ପାଦନା]

ହାଣ୍ଡି ମଧ୍ୟରେ ବାଲି ପୂରାଇ ତହିଁରେ ଚାଉଳ; ମୃଗ, ଧାନ ଆଦି ଭାଜିବା —Frying corns etc in heated sand inside a frying pot.

[ଦ୍ରଷ୍ଟବ୍ୟ —ଏପରି ଭାଜିବାଦ୍ୱାରା ଭଜା ହେବା ବସ୍ତୁ ବାଲିରେ ବୁଡ଼ି ରହିବାରୁ ସେ ବସ୍ତୁ ଚାରିଆଡ଼େ ସମଭାବରେ ଉତ୍ତାପ ପାଏ ଏଣୁ ଭଲ ରୂପେ ସର୍ବାଙ୍ଗ ଭାଜି ହୁଏ

ଦେଶଜ - ବିଶେଷଣ -

[ସମ୍ପାଦନା]

ଉତ୍ତପ୍ତ ବାଲୁକା ସାହାଯ୍ୟରେ ଭର୍ଜିତ (ଚାଉଳ ମୁଗ ଆଦି) —(corn) Fried in hot sand.

[ଦ୍ରଷ୍ଟବ୍ୟ —ଚାଉଳ, ମୁଗ ଆଦି ଦ୍ରବ୍ୟକୁ ତୁଚ୍ଛା ହାଣ୍ଡିରେ ଭାଜିଲେ ତହିଁର ଯେଉଁ ଅଂଶ ଉତ୍ତପ୍ତ ହାଣ୍ଡିର ସଂଶ୍ରବରେ ଆସେ ସେ ଅଂଶ ପୋଡ଼ି ଯାଏ ଓ ଅନ୍ୟ ଅଂଶ କଞ୍ଚା ରହେ କିନ୍ତୁ ସେ ହାଣ୍ଡିରେ ଗୁଡ଼ିଏ ବାଲି ପୂରାଇ ବାଲି ଗୁଡ଼ିକ ଖୁବ ତାତିଗଲା ପରେ ସେଥିରେ ଚାଉଳ ଆଦି ଭାଜିଲେ ଚାଉଳ ଆଦିକୁ ଉତ୍ତପ୍ତ ବାଲି ଘେରି ରହିବାକୁ ଭଜା ହେବା ଦ୍ରବ୍ୟର ସର୍ବାଙ୍ଗରେ ସମ ପରିମାଣ ତାପ ଲାଗେ]