Jump to content

ବାଲି ସାହି

ଉଇକିଅଭିଧାନ‌ରୁ

ବାଲି ସାହି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଲୁକାମୟ ସ୍ଥାନରେ ପ୍ରତିଷ୍ଠିତ ଲୋକବସତି — A village on a a sandy place or site.

[ଦ୍ରଷ୍ଟବ୍ୟ —ପୁରୀ ସଦରର ଗୋଟିଏ ସାହିକୁ ଓ ଉକ୍ତ ଜିଲ୍ଲାର ରାହାଙ୍ଗ ପ୍ରଗଣାର ଗୋଟିଏ ଗ୍ରାମକୁ ବାଲିସାହି ନାମ ଦିଆ ଯାଇ ଅଛି]