Jump to content

ବାଲି ହରିଣ

ଉଇକିଅଭିଧାନ‌ରୁ

ବାଲି ହରିଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକଜାତୀୟ ଛୋଟ ହରିଣ; ବାଉଟିଆ — ୧. The black buck.

[ଦ୍ରଷ୍ଟବ୍ୟ —ଏମାନେ ପୁରୀଜିଲ୍ଲାର ସମୁଦ୍ର ଉପକୂଳସ୍ଥ ବାଲିରେ ଦଳ ଦଳ ହୋଇ ବୁଲୁଥାଆନ୍ତି]


୨. (ଲକ୍ଷଣାର୍ଥ) (ତୃଣହୀନ ବାଲିରେ ହରିଣମାନଙ୍କ ଖାଦ୍ୟୋପଯୋଗୀ ବୃକ୍ଷ ଲତାଦି ନ ଥିବାରୁ ଓ ସେମାନଙ୍କ ଖାଦ୍ୟୋପଯୋଗୀ ଗୁଳ୍ମାଦି ସେମାନଙ୍କୁ ଈଶ୍ୱର ଯୋଗାଉ ଥିବାରୁ) ନିର୍ଦ୍ଦିଷ୍ଟ ଉପାୟହୀନ ଯେଉଁ ବ୍ୟକ୍ତିଙ୍କୁ ଈଶ୍ୱର ଖାଦ୍ୟ ଯୋଗାନ୍ତି ଆକାଶ ପାଣିଆଁ ଲୋକ — ୨. (figurative) A person who depends on the Providence for his maintenace,