Jump to content

ବାଲୁଅ

ଉଇକିଅଭିଧାନ‌ରୁ

ବାଲୁଅ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯନ୍ତ୍ର ବା ତେଣ୍ଡାର ବାହାଲ ମୁଣ୍ଡକୁ ଭାରୀ କରାଇବାଲାଗି ଦିଆ ଯାଇଥିବା ମାଟି ପିଣ୍ଡ଼ୁଳା —The ball of mud or ballast put to the further end of a water-lifting crane to lessen the exertion of the person in lifting water at the other end.