Jump to content

ବାଲୁଆ

ଉଇକିଅଭିଧାନ‌ରୁ

ବାଲୁଆ

ଉଚ୍ଚାରଣ

[ସମ୍ପାଦନା]
ବାଳେଈ, ବାଲୋଈସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବାଳିଶ)

[ସମ୍ପାଦନା]
୧. ଓଲ୍ଲୁ —୧. Foolish;
୨. ଡାହାଣ; ଯେ ଖାଦ୍ୟଦ୍ରବ୍ୟ ପ୍ରତି ଅତ୍ୟନ୍ତ ଲୋଭାସକ୍ତ; ପେଟୁ — ୨. Gluttonous.

ପ୍ରାଦେଶିକ - (ଗଡ଼ଜାତ)

[ସମ୍ପାଦନା]

ବାଳୁଆ (ଦେଖ) - —Bālua (See).