Jump to content

ବାଲୁକା ଶଙ୍କର

ଉଇକିଅଭିଧାନ‌ରୁ

ବାଲୁକା ଶଙ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୂଜାର୍ଥ ନିର୍ମିତ ବାଲୁକାର ଶିବ ଲିଙ୍ଗ — Ṡiba liṅga or a phallic image prepared with sand.

[ଦ୍ରଷ୍ଟବ୍ୟ —କୁମାରୀମାନେ ବାଲି ତୃତୀୟା ଦିନ ଜଳାଶୟ କୁଳରେ ବାଲୁଙ୍କା ଶଙ୍କର ପୂଜା କରନ୍ତି]