ବାଲୁକେଶ ଜଗଦ୍ଦେବ
ଦେଖଣା
ବାଲୁକେଶ ଜଗଦ୍ଦେବ
ଉଚ୍ଚାରଣ
[ସମ୍ପାଦନା]ବାଲୁକେ(ଙ୍କେ)ଶ ଦେବ, ବାଲୁକେ(ଙ୍କେ)ଶ ହରିଚନ୍ଦନ, ବାଲୁକେ(ଙ୍କେ)ଶ୍ୱର ଜଗଦ୍ଦେବଅନ୍ୟରୂପ
ଦେଶଜ -(ନାମ)
[ସମ୍ପାଦନା]ଗଞ୍ଜାମ ଜିଲ୍ଲାର ଆଠଗଡ଼ର ବିଦ୍ୟୋତ୍ସାହୀ ଜନୈକ ରାଜା ===
[ଦ୍ରଷ୍ଟବ୍ୟ —ଏ ସଂସ୍କୃତଜ୍ଞ ଓ ସଙ୍ଗୀତନୁରାଗୀ ଥିଲେ କବିସୂର୍ଯ୍ୟ ବଳଦେବ କେତେକ ଦିନ ଏହାଙ୍କ ସଭାପଣ୍ଡିତ ଥାଇ ଏହାଙ୍କ ଆଶ୍ରୟରେ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଓ ଅନେକ ସଙ୍ଗୀତ ରଚନା କରି ଏହାଙ୍କ ନାମରେ ଭଣିତା କରିଥିଲେ ଏ ରାଜାଙ୍କ ଜୀବନକାଳରେ କବିସୂର୍ଯ୍ୟ ପରଲୋକ ଗମନ କଲେ ଏହାଙ୍କ ପୁତ୍ର ରାମଚନ୍ଦ୍ର ଜଗଦ୍ଦେବଙ୍କ ରାଜତ୍ୱର ୩ୟ ବର୍ଷରେ ବାକି ରାଜସ୍ୱ ପାଇଁ ଆଠଗଡ଼ ରାଜ୍ୟ ନିଲାମ ହେବାରୁ ତାହାକୁ ଖଲ୍ଲିକୋଟ ରାଜା ଖରିଦ କଲେ]