ଗ୍ରାମ୍ୟ - ବି—(ସଂସ୍କୃତ - ବାଲୁକା)
[ସମ୍ପାଦନା]
- ୧. ବାଲି —୧. Sand.
- ୨. ବାଲୁଙ୍କା ଶଙ୍କର — ୨. Phallic image of Mahādeba.
ସେ କନ୍ୟା ବ୍ରହ୍ମାର ଭୂବନେ ବାଲୁଙ୍କା ପୂଜେ ପ୍ରତି ଦିନେ ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା
- ୩. (ଅନାଦରାର୍ଥ) ବାଲୁକେଶ୍ୱରର ଡାକନାମ — ୩. A name for calling Bālukeswara.