ବାଲୁଙ୍କା ଦାସ
ଓଡ଼ିଆ କବିବିଶେଷ — Name of an Oriya poet.
[ଦ୍ରଷ୍ଟବ୍ୟ —ଏ ଜାତିରେ ବାଉରି ଥିଲେ, ଏ ଓଡ଼ିଆ ଭାଷାରେ କେତେକ ପୁରାଣ ଓ ଭଜନ ଆଦି ରଚନା କରି ଯାଇ ଆଛନ୍ତି]