ବାଲୁଙ୍କେଶ
ଦେଖଣା
ବାଲୁଙ୍କେଶ
ଉଚ୍ଚାରଣ
[ସମ୍ପାଦନା](ବାଲୁଙ୍କେଶ୍ୱର—ଅନ୍ୟରୂପ)
ଦେଶଜ - ବି—(ସଂସ୍କୃତ - ବାଲୁକେଶ)
[ସମ୍ପାଦନା]- ୧. ବାଲିତୃତୀୟା ଦିନ କୁମାରୀମାନଙ୍କଦ୍ୱାରା ପୁଷ୍କରିଣୀ କୂଳରେ ରଚିତ ଓ ପୂଜିତ ବାଲୁକା ଲିଙ୍ଗ —୨. Ṡibaliṅga of sand set up and worshipped by the maidens on the day of Bālitṛutīyā
- ୨. ପୁରୀ ଜିଲ୍ଲା ବରାଳ ଗ୍ରାମରେ ବିରାଜିତ ଶିବ ଲିଙ୍ଗ — ୨. Name of the Ṡiba liṅga in the village of Barāḻa in the district of Purī.
- ୩. ଲୋକଙ୍କୁ ଦିଆ ଯିବା ନାମ —୩. Name given to males.
- ୪. ବାଲୁକେଶ ଜଗଦେବ (ଦେଖ) - ୪. Bālukeṡa Jagadeba (See)