ବାଲୁବାଲୁଆ
ଦେଖଣା
ବାଲୁବାଲୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଲୁବାଲୁଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅନେକ ସ୍ଥାନରେ କଦର୍ଯ୍ୟ ଭାବରେ ବୋଳା ହୋଇଥିବା; ଚିକିଟିଆ; ଅଠାଳିଆ —୨. Sticky .
- ୨. କଦର୍ଯ୍ୟରୂପେ ଲିଖିତ — ୨. Clumsily written; slovenly written.
ବିଶେଷ୍ୟ -
[ସମ୍ପାଦନା]ବାଳୁବାଳୁଆ ଶାଗ —A kind of potherb.
[ଦ୍ରଷ୍ଟବ୍ୟ —ଏହାର ମୂଳ ବାଟି ବଥ ଉପରେ ଦେଲେ ବଥ ଫାଟି ଯାଏ ଏହା ବାଟିଲେ ଲାଳୁଆ ହୁଏ]